ଓଡିଶାରେ କାଲିଠୁ ରମଜାନ୍ ମାସ

ଭୁବନେଶ୍ୱର : କାଲି ଠାରୁ ରାଜ୍ୟରେ ପବିତ୍ର ରମଜାନ ମାସ ଆରମ୍ଭ। କଟକ ଅଞ୍ଜୁମନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଆଜି ଚାନ୍ଦ ଦେଖିବା ପରେ ନିଷ୍ପତି ନେଲା କମିଟି।