ପ୍ରମିଳା ହେଲେ ବାଚସ୍ପତି ପ୍ରାର୍ଥୀ ରାଜ୍ୟ By nitidin1 On Sep 20, 2023 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବିଜେଡି ବାଚସ୍ପତି ପ୍ରାର୍ଥୀ ଭାବେ ଚୟନ କରିଛି । ଆସନ୍ତାକାଲି ପ୍ରମିଳା ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାସହ ୨୨ ତାରିଖ ସକାଳ ସାଢ଼େ ୯ଟାରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି । Share