ନୀତି ସବକମିଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ପୁରୀ,ଏନ୍‌ଏନ୍‌ଏସ୍‌: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ବୈଠକରେ ଆଲୋଚନା ହୋଇଛି । ନୀତି ସବକମିଟି ଦେଇଥିବା ରିପୋର୍ଟକୁ ଅନୁମୋଦନ ମିଳିଛି । ଏନେଇ ମୁଖ୍ୟ ପ୍ରଶାସକ ପକ୍ଷରୁ ସୂଚନା ଦିଆଯାଇଛି ।