ପୁଲିସଙ୍କୁ ମିଳିଲା ରାଜ୍ୟପାଳ ମେଡାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଶାସନିକ ଓ ଆଇନ ଶୃଙ୍ଖଳା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ଗଣେଶୀ ଲାଲ ପୁଲିସ ଅଧିକାରୀମାନଙ୍କୁ ମେଡାଲ ପ୍ରଦାନ କରିଛନ୍ତିା