କୁନି ପିଲାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍:ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ନବୀନ ନିବାସଠାରେ କୁନି କୁନି ପିଲାଙ୍କ ଗହଣରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହ ପତାକା ଉତ୍ତୋଳନ କରିଛନ୍ତି।

ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନରେ ସାମିଲ ହୋଇଥିବାବେଳେ ରାଷ୍ଟ୍ର ନିର୍ମାଣରେ ଶିଶୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସଭାପତି ମୁଖ୍ୟମନ୍ତ୍ରୀ।