ପୁଲିସ ଡିଜିଙ୍କୁ ମିଳିଲା ଅବସର ଅନୁମତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ସରକାରୀ ଚାକିରିରୁ ଅବସର ଅନୁମତି ମିଳିଛି । ଡିସେମ୍ବର ୩୧ରେ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।