ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ

କଟକ,ଏନ୍‌ଏନ୍‌ଏସ୍‌: ଆସନ୍ତା ଅକ୍ଟୋବର ୧୬ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ସମ୍ପର୍କରେ ସବିଶେଷ ବିବରଣୀ ୱେବସାଇଟରୁ ମିଳିବ । ଏନେଇ ଓପିଏସସି ନୋଟିସ ଜାରି କରିଛି ।