ସାହିତ୍ୟରେ ଜନ୍ ପୋସେଙ୍କୁ ନୋବେଲ ଦେଶ- ବିଦେଶ By nitidin1 On Oct 5, 2023 Share ନୂଆଦିଲ୍ଲୀ: ନରୱେ ସାହିତ୍ୟିକ ଜନ୍ ପୋସେ ୨୦୨୩ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ । ଜନ୍ ପୋସେଙ୍କୁ ତାଙ୍କ ନାଟକ ଓ ଗଦ୍ୟ ପାଇଁ ଏହି ପୁରସ୍କାର ଦିଆଯାଇଛି । Share