ସୋମବାର ମନ୍ତ୍ରୀମଣ୍ଡଳ ପୁର୍ନଗଠନ ରାଜ୍ୟ By nitidin1 On May 20, 2023 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହେବ । ଲୋକସେବା ଭବନ କନଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସମୟରେ ୩ ମନ୍ତ୍ରୀ ପଦ ଖାଲି ପଡ଼ିଛି । Share