୨୦ ସହିଦ ଯବାନଙ୍କ ନାମ ତାଲିକା

ନୂଆଦିଲ୍ଲୀ : ସୋମବାର ରାତିରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲୱାନ ଉପତ୍ୟକାରେ ଚୀନ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ଭାରତୀୟ ସେନାର ୨୦ ଜଣ ଯବାନଙ୍କ ନାମ ତାଲିକା ବୁଧବାର ଭାରତୀୟ ସେନାବାହିନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ତାଲିକା ଅନୁଯାୟୀ :

୧. କର୍ଣ୍ଣେଲ ବି ସନ୍ତୋଷ ବାବୁ-ହାଇଦ୍ରାବାଦ
୨. ନାଏବ ସୁବେଦାର ନନ୍ଦୁରାମ ସୋରେନ୍-ମୟୂରଭଞ୍ଜ, ଓଡ଼ିଶା
୩. ସବ୍ ସୁବେଦାର ମନଦୀପ ସିଂହ-ପଟିଆଲା
୪. ନାଏବ ସୁବେଦାର ଶତନାମ ସିଂହ-ଗୁରୁଦାସପୁର
୫. ହାବିଲଦାର କେ ପଲାନି-ମଦୁରାଇ
୬. ହାବିଲଦାର ସୁନୀଲ କୁମାର-ପାଟନା
୭. ହାବିଲଦାର ବିପୁଳ ରାୟ-ମିରଟସିଟି
୮. ନାଏକ ଦୀପକ କୁମାର-ରେୱା
୯. ସିପାହି ରାଜେଶ ଓରଙ୍ଗ-ବୀରଗମ୍
୧୦. ସିପାହି କୁନ୍ଦନ କୁମାର ଓଝା-ସାହିବଗଞ୍ଜ
୧୧. ସିପାହି ଗଣେଶ ରାମ-କନକର୍
୧୨.ସିପାହି ଚନ୍ଦ୍ରକାନ୍ତ ପ୍ରଧାନ-କନ୍ଧମାଳ, ଓଡ଼ିଶା
୧୩. ସିପାହୀ ଅଙ୍କୁଶ-ହମିରପୁର
୧୪. ସିପାହି ଗୁରବିନ୍ଦର-ସଙ୍ଗରୁର୍
୧୫. ସିପାହି ଗୁରତେଜ ସିଂହ-ମନସା
୧୬. ସିପାହି ଚନ୍ଦନ କୁମାର-ଭୋଜପୁର
୧୭. ସିପାହି କୁନ୍ଦନ କୁମାର-ସହର୍ସା
୧୮. ସିପାହି ଅମନ କୁମାର-ସମସ୍ତିପୁର
୧୯. ସିପାହି ଜୟ କିଶୋର ସିଂହ-ବୈଶାଳୀ
୨୦. ସିପାହି ଗଣେଶ ହାଁସଦା -ପୂର୍ବ ସିଂହଭୂମ୍