କୋଟିଆ ମାମଲା: ଆନ୍ଧ୍ରକୁ ସୁପ୍ରିମକୋର୍ଟର ନୋଟିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ଆଜି ହୋଇଛି। ଓଡ଼ିଶାର ଆବେଦନ ପରେ ଆନ୍ଧ୍ରକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।