ଜଳଦ ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ଜଳଦ ତ୍ରିପାଠୀ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ଗଣେଷୀ ଲାଲ ତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ତାମିଲନାଡ଼ୁର ପୂର୍ବତନ ପୁଲିସ ଡିଜି ଭାବେ ଶ୍ରୀ ତ୍ରିପାଠୀ କାର୍ଯ୍ୟ କରିଛନ୍ତି।