ଜୟପୁର ଏୟାରପୋର୍ଟକୁ ମିଳିଲା ଉଡ଼ାଣ ଅନୁମତି ରାଜ୍ୟ By Nitidin On Oct 20, 2022 Share ଜୟପୁର,ଏନ୍ଏନ୍ଏସ୍: ଜୟପୁର ଏୟାରପୋର୍ଟକୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଛି । ‘ଉଡାନ’ ଯୋଜନା ଅନ୍ତର୍ଗତ ଡିଜିସିଏ ଲାଇସେନ୍ସ ପ୍ରଦାନ କରିଛି । Share