ବେଙ୍ଗାଲୁରୁ,ଏଜେନ୍ସି: ଭାରତର ସୀମା ଉପରେ ନଜର ରଖିବା ପାଇଁ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ପକ୍ଷରୁ ୩ଟି ସର୍ଭେଲାନ୍ସ ସାଟେଲାଇଟ୍ ମହାକାଶକୁ ଉତ୍କ୍ଷେପଣ କରାଯିବ। ଏହି ପରିପ୍ରେକ୍ଷୀରେ ଗୋଟିଏ ସାଟେଲାଇଟ ପିଏସଏଲଭି ସି-୪୭ ରକେଟରେ ଆସନ୍ତା ୨୫ ତାରିଖରେ ଶ୍ରୀହରିକୋଟା ଠାରୁ ସକାଳ ୯ଟା ୨୮ରେ ଉତକ୍ଷେପଣ କରାଯିବ।
