ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ବାଙ୍ଗାଲୁରେୁର ଅୋୟାଜିତ ଜି-୨୦ ଡିଜିଟାଲ ଅଥର୍ବ୍ୟବସ୍ଥା କାର୍ଯ୍ୟକାରୀ ମନ୍ତ୍ରୀ ସମୂହ ବୈଠକକୁ ଅନଲାଇନ ସେମ୍ବାଧିତ କରିଛନ୍ତି । ଏହି ଅବସରେର ମୋଦୀ କହିଛନ୍ତି ଯେ, ଭାରତେର ଆଜି ୮୫୦ ମିଲିୟନରୁ ଅଧିକ ଇଣ୍ଟରେନଟ ଉପେଭାକ୍ତା ରହିଛନ୍ତି । ଆଉ ସେମୋନ ସବୁଠୁ ଶସ୍ତା ଡାଟା ଉପେଭାଗ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ । ଆମର ଡଜର୍ନ ଭାଷା ଏବଂ ସହସ୍ରାଧିକ ଉପଭାଷା ରହିଛି । ଏଠୋର ସବୁ ଧମର୍ର ଲୋକ ବସବାସ କରିବା ସହ ଅସଂଖ୍ୟ ସାଂସ୍କୃତିକ ପ୍ରଥାର ପାଳନ କରୁଛନ୍ତି । ଭାରତେର ପ୍ରାଚୀନ ପରମ୍ପରାଠୁ ଆରମ୍ଭ କରି ଆଧୁନୀକ କୌଶଳ ପର୍ଯ୍ୟନ୍ତ ପ୍ରେତ୍ୟକଙ୍କ ପାଇଁ କିଛି ନା କିଛି ରହିଛି ।