ରତ୍ନଭଣ୍ଡାର ପାଇଁ ଉଚ୍ଚସ୍ତରୀୟ କିମିଟି ଗଠନ

ପୁରୀ,ଏନ୍‌ଏନ୍‌ଏସ୍‌: ରତ୍ନଭଣ୍ଡାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ୨ ମାସ ଭିତରେ କମିଟି ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।