ଜୟପୁର,ଏନ୍ଏନ୍ଏସ୍: ଆସନ୍ତା ଜୁନ୍ ପ୍ରଥମ ସପ୍ତାହରୁ ଜୟପୁର ଏୟାରଷ୍ଟ୍ରିପରୁ ବିମାନ ଉଡ଼ିବ । ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି । ଜୟପୁରରୁ ଭୁବଶ୍ୱେର ଓ ବିଶାଖାପାଟଣାକୁ ବିମାନ ଉଡ଼ାଣ ଭରିବ । ୯ ସିଟ ବିଶିଷ୍ଟ ବିମାନ ଯାତ୍ରା କରିବ ଏବଂ ଯାତ୍ରୀଙ୍କୁ ସବସିଡି ମିଳିବ ବୋଲି ଜଣାପଡ଼ିଛି ।