ସିକିମରେ ବି ମିଳିବ ମାଗଣା ଟିକା ଦେଶ- ବିଦେଶ By Nitidin On Apr 22, 2021 Share ଗ୍ୟାଙ୍ଗଟକ: ସିକିମରେ ୧୮ରୁ ୪୫ ବର୍ଷର ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ। ଏନେଇ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମସିଂ ତମାଙ୍ଗ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଆସାମ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ବିହାରରେ ମାଗଣା ଟିକା ଘୋଷଣା କରାଯାଇଛି। Share