ଫେବୃଆରୀ ତୃତୀୟ ସପ୍ତାହରେ ମ୍ୟାଟ୍ରିକ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ

 ଭୁବନେଶ୍ୱରଜ  : ଫେବୃଆରୀ ତୃତୀୟ ସପ୍ତାହରେ ହେବ ମ୍ୟାଟ୍ରିକ ପରୀକ୍ଷା। ଆଜି ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି ଯେ, ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ମ୍ୟାଟ୍ରିକ ପରୀକ୍ଷା ହୋଇଥାଏ। ତେବେ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି।  ଯେ ଗତଥର ଯେଉଁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଥିଲା, ତାକୁ ତର୍ଜମା କରାଯାଉଛି। ଆବଶ୍ୟକ ପଡ଼ିଲେ ପାଖ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ।