ଜୁଲାଇ ୧୫ ସୁଦ୍ଧା ଏମ୍ସରେ ‘ଇକମୋ’ କାର୍ଯ୍ୟକ୍ଷମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଏମ୍ସରେ ଆସନ୍ତା ଜୁଲାଇ ୧୫ ସୁଦ୍ଧା ଇକମୋ ମେସିନ କାର୍ଯ୍ୟକ୍ଷମ ହେବ। ଗତ ୨୯ରେ ଏମ୍ସରେ ଇକମୋ ମେସିନ ପହଂଚି ଥିବାବେଳେ ଏବେ ସଂସ୍ଥାପନ ଚାଲିଛି। ଏଥିସହିତ ଖୁବଶୀଘ୍ର ଦ୍ୱିତୀୟ ଇକମୋ ମେସିନ ମଧ୍ୟ ଆସି ପହଞ୍ଚିବ। ଏନେଇ ଏମ୍ସ ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।