ଡ୍ରୋନ୍ ଜଗିବ ଜେଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଥର ଡ୍ରୋନ୍ ଜଗିବ ଜେଲ୍।  ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ଜେଲ୍ ଅନ୍ତେବାସୀଙ୍କ ଉପରେ ନଜର ରଖାଯିବ। ଏହି ଡ୍ରୋନ୍ ଅପରାଧୀଙ୍କ ଗତିବିଧିକୁ ମଧ୍ୟ ନିୟନ୍ତ୍ରଣ କରିବ। ଏଥିପାଇଁ ୨୨ଟି ଡ୍ରୋନ୍ ଅଣାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ସୂଚନା ଦେଇଛନ୍ତି।