ନିଯୁକ୍ତି ପାଇଥିବା ଡାକ୍ତର ଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ନିଯୁକ୍ତି ପାଇଥିବା ଡାକ୍ତରମାନେ ଶୀଘ୍ର କାର୍ଯ୍ୟରେ ଯୋଗଦବାକୁ ଡିଏମଇଟି ଚେତାବନୀ ଦେଇଛନ୍ତି। ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇଥିବା ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ। ତୁରନ୍ତ କାର୍ଯ୍ୟରେ ଯୋଗନେଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏମଇଟି ନିର୍ଦ୍ଦେଶ ଦେଇଛନ୍ତି।