ରାଜ୍ୟରେ ଉଠିଲା କୋଭିଡ କଟକଣା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ସମସ୍ତ ପ୍ରକାର କୋଭିଡ କଟଣା ସରକାର ହଟାଇ ଦେଇଛନ୍ତି । କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ଉଠାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଆବଶ୍ୟକ ଥିଲେ ଲୋକେ ସ୍ୱେଚ୍ଛାରେ ନିୟମ ମାନିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।