ପୁଣେରୁ ଭୁବନେଶ୍ୱର ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପୁଣେରୁ କରୋନା ଟିକା ‘କୋଭିସିଲ୍ଡ’ ଆସି ଭୁବନେଶ୍ୱର ପହଞ୍ଚିଛି। ପୁଣେରୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଟିକା ଆସିଛି। ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଟିକା ନିଆଯାଇଥିବା ଜଣାପଡ଼ିଛି।