ଏସସିବିରେ ପୁଣି ଜଣେ ଡାକ୍ତର କରୋନା ପଜିଟିଭ

କଟକ,ଏନ୍ଏନ୍ଏସ୍: କଟକ ବଡ଼ ମେଡିକାଲରେ ପୁଣି ଜଣେ ଡାକ୍ତର କରୋନା ଜରିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ପୁଣି ଜଣେ ଦାନ୍ତବିଭାଗ ଡାକ୍ତରଙ୍କୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଉକ୍ତ ଡାକ୍ତର ଆସିଥିବାରୁ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି।