କାଲିଠୁ ମେ’ ୨ ପର୍ଯ୍ୟନ୍ତ କଲେଜ ବନ୍ଦ ରାଜ୍ୟ By Nitidin On Apr 26, 2022 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତାକାଲିଠୁ ମେ’ ୨ ପର୍ଯ୍ୟନ୍ତ କଲେଜ ଓ ୟୁନିଭର୍ସିଟି କ୍ଲାସ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । Share