ନୂଆଦିଲ୍ଲୀ: ସ୍ଥଳସେନାରେ ପୁରୁଷଙ୍କ ପରି ମହିଳାଙ୍କ ପାଇଁ ସ୍ଥାୟୀ କମିଶନ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ପାଇଁ ୩ମାସର ଡେଡଲାଇନ୍ ମଧ୍ୟ ଦେଇଛନ୍ତି। ଏହାସହ ସୁପ୍ରିମକୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ। ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ମିଳିବା ଦରକାର।
Supreme Court says, the permanent commission will apply to all women officers in the Army in service, irrespective of their years of service. Indian Army’s Lt. Colonel Seema Singh says, “This is a progressive and historical judgement. Women should be given equal opportunities “. pic.twitter.com/bPnbLkHrD6
— ANI (@ANI) February 17, 2020