ବୋଲବମ ଉପରେ କଟକଣା

  • ଭୁବନେଶ୍ୱର: ଗତବର୍ଷ ଭଳି ଏବର୍ଷ ବି ବୋଲବମ୍ ଯାତ୍ରା ଉପରେ କଟକଣା ଲାଗିଛି। କୋଭିଡ ପାଇଁ ଏ ବର୍ଷ ମଧ୍ୟ ବୋଲବମ ଯାତ୍ରା ଉପରେ କଟକଣା ଲଗାଇଲେ ସରକାର। ଏନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କାଉଡ଼ିଆ କୌଣସି ଧାର୍ମିକ ସ୍ଥଳରୁ ପାଣି ଉଠାଇ ଆଣିପାରିବେ ନାହିଁ କି କୌଣସି ଶୈବପୀଠରେ ଜଳଲାଗି କରିପାରିବେ ନାହିଁ। ସର୍ବସାଧାରଣ ରାସ୍ତାରେ ମଧ୍ୟ ପାଣିଧରି ଯାଇପାରିବେନି କାଉଡ଼ିଆ।