କାଲି କଳାହାଣ୍ଡି ବନ୍ଦ ଡାକରା ଦେଲା ବିଜେପି

କଳାହାଣ୍ଡି,ଏନ୍ଏନ୍ଏସ୍: ଶିକ୍ଷୟିତ୍ର ମମିତା ମେହେର ନିଖୋଜ ମାମଲାରେ ବିଜେପି ଆସନ୍ତାକାଲି କଳାହାଣ୍ଡି ବନ୍ଦ ଡାକରା ଦେଇଛି। ଉକ୍ତ ମାମଲାର କାର୍ୟ୍ୟାନୁଷ୍ଠାନ ଦାବିରେ ବିଜେପି ସକାଳ ୬ରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ କଳାହାଣ୍ଡି ବନ୍ଦ କରିଛି। ଏଥିସହିତ ବିଜେପି ମନ୍ତ୍ରୀ ପଦରୁ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି। ସିବିଆଇ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ମଧ୍ୟ ବିଜେପି ଦାବି କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୁଲିସ ଧରିବା ପରେ ବଲାଙ୍ଗିର ଏସପି ଅଫିସ ଆଣି ପଚରାଉଚୁରା କରୁଛି