ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ଅଫିସରେ ପହଞ୍ଚିଛନ୍ତି। ପାରିବାରିକ ବିବାଦକୁ ନେଇ ଡିସେମ୍ବର ୧୫ରେ ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ। ଯାହାକୁ ନେଇ ଆଜି ପୁଣି ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ କମିଶନ କାର୍ଯ୍ୟାଳୟରେ ହାଜର ପାଇଁ ନୋଟିସ ହୋଇଛି।
ପୂର୍ବରୁ ଥରେ ଅନୁଭବଙ୍କୁ ମହିଳା କମିଶନରେ ହାଜର ହେବାକୁ ନୋଟିସ ହୋଇଥିଲେ ସୁଦ୍ଧା ସେ ଯାଇନଥିଲେ।