ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୩ ନୂଆ କରୋନା ସଂକ୍ରମିତ। ଏଥିରୁ ୩ଟି ଜିଲ୍ଲା ବାଦ ପଡ଼ିଛନ୍ତି। ଏହି କରୋନା ସଂକ୍ରମିତଙ୍କ ମଧ୍ୟରେ ୧୫୧ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୧୧୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ଏଥିସହିତ ରାଜ୍ୟରେ ଆଜି ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮୬୮କୁ ବୃଦ୍ଧି ପାଇଛି।
Covid-19 Report For 28th December
New Positive Case: 263
In quarantine: 151
Local contacts: 112(Details of local contacts will be shared by concerned District Administration)
District Wise Cases:
1. Angul: 20
2. Balasore: 19
3. Bargarh: 23
4. Bhadrak: 2
5. Balangir: 22— I & PR Department, Odisha (@IPR_Odisha) December 29, 2020