Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଲୋକରେ ଚମକିବ ଅଯୋଧ୍ୟା, ୧୨ଘାଟିରେ ୫ଲକ୍ଷ ୫୧ହଜାର ଦୀପ ଜଳିବ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଲୋକରେ ଚମକିବ ଅଯୋଧ୍ୟା, ୧୨ଘାଟିରେ ୫ଲକ୍ଷ ୫୧ହଜାର ଦୀପ ଜଳିବ

ଉତ୍ତରପ୍ରଦେଶ,ଏଜେନ୍ସି: ଅଯୋଧ୍ୟାରେ ଶନିବାର ଦୀପାବଳି ପାଳନ ନିମନ୍ତେ ଦୀପ ଉତ୍ସବର ଆୟୋଜିତ ହେଉଛି । ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅଯୋଧ୍ୟାର ୧୨ଟି ଘାଟରେ ୫ଲକ୍ଷ ୫୧ହଜାର ଦୀପ ଜଳାଯିବାର ଆୟୋଜନ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ୨୨୬କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

ସନ୍ଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଫିଜି ଗଣରାଜ୍ୟର ଉପସଭାପତି ଏବଂ ସାଂସଦ ବୀଣା ଭଟ୍ଟନାଗରଙ୍କ ସମେତ ମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଶ୍ରୀରାମଙ୍କ ସମ୍ପର୍କିତ ବିଭିନ୍ନ ମେଢ଼ର ଏକ ଭବ୍ୟ ଶୋଭାଯାତ୍ରା ସାକେତ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶରୁ ଶିଳ୍ପୀ ଭାଗ ନେଇଛନ୍ତି । ଶ୍ରୀରାମ-ସୀତାଙ୍କ ରାମକଥା ପାର୍କରେ ହେଲିକପ୍ଟରରୁ ପ୍ରତୀକାତ୍ମକ ଅବତରଣ ଓ ଭରତ ମିଳନ କାର୍ୟ୍ୟକ୍ରମ ହେବ। ପରେ ରାମକଥା ପାର୍କରେ ଶ୍ରୀରାମ-ଜାନକୀଙ୍କ ପୂଜାର୍ଚ୍ଚନା, ବନ୍ଦନା, ଆରତୀ ହେବ ବୋଲି ଜଣାଯାଇଛି ।