ବର୍ଷାରେ ବେହାଲ ମୁମ୍ବ।ଇ, ରାସ୍ତାରେ ଫଶି ରହିଛି ଗାଡ଼ି

ମୁମ୍ବଇ,ଏଜେନ୍ସି: ବର୍ଷାରେ ବେହାଲ ହୋଇଯାଇଛି ମୁମ୍ବ।ଇ। ପ୍ରବଳ ବର୍ଷା ଯୋଗୁଁ ମୁମ୍ବ।ଇ ଜଳମଗ୍ନ ହୋଇଯାଇଛି। ଫଳରେ ରାସ୍ତାରେ ଯାତାୟାତ ସମ୍ଭବପର ହେଉନାହିଁ।…

ଗ୍ରାମାଞ୍ଚଳ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବ ଏନସିଇଆରଟି

ଖୁବ ଶୀଘ୍ର ରାଜ୍ୟରେ ଏନସିଇଆରଟି ପକ୍ଷରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଛି। ପାଇଲଟ ପ୍ରକଳ୍ପ ଭାବେ ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର…

ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ଦେଲା ୧୫ ହଜାର ଫାଇନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ଟ୍ରାଫିକ ପୁଲିସ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡଠାରୁ ୧୫ ହଜାର ଟଙ୍କା…

ଅଏଲି ସ୍କିନର ଉପଚାର

ଯେଉଁ ଲୋକଙ୍କର ସ୍କିନ୍ ଅଏଲି ଥାଏ, ସେମାନେ କୌଣସି ସୌନ୍ଦର୍ଯ୍ୟ ଉତ୍ପାଦକ ବ୍ୟବହାର କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ଉଚିତ୍। କାରଣ ଏହା ଦ୍ୱାରା…