ସ’ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ

ପୁରୀ,ଏନ୍ଏନ୍ଏସ୍: ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ । କାଠ ଫର୍ଣ୍ଣିଚର ଗୋଦାମରେ ଲାଗିଲା ନିଆଁ । ନିଆଁ ଆଁରେ ଲକ୍ଷାଧିକ ଟଙ୍କାର କାଠ ପୋଡ଼ି ପାଉଁଶ…

ମରକ୍କୋକୁ ହରାଇ ଫାଇନାଲରେ ଫ୍ରାନ୍ସ, ଆର୍ଜେଣ୍ଟିନା ସହ ଟ୍ରଫି ଟକ୍କର

ଦୋହା,ଏଜେନ୍ସି: କତାରରେ ଚାଲିଥିବା ଫିଫା ବିଶ୍ବକପ ଫାଇନାଲ ମୁକାବିଲା ପାଇଁ ଲାଇନ ଅଫ୍ ଚୂଡାନ୍ତ ହୋଇସାରିଛି । ଡିସେମ୍ବର ୧୮ ତାରିଖରେ ଆର୍ଜେଣ୍ଟିନା ଓ…

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୩କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ସମ୍ବଲପୁର ବିଚାରପତିଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ଆଉ ୮ ଜଣ ଓକିଲ…

ଉଦ୍ଧାର ଟଙ୍କା ପାଇଁ ପିଏଚ୍‌ଡି ଛାତ୍ରଙ୍କୁ ହତ୍ୟା, ମୃତଦେହକୁ ୪ ଖଣ୍ଡ କରି କେନାଲରେ…

ହାଇଦ୍ରାବାଦ,ଏଜେନ୍ସି: ଭଡା ରହୁଥିବା ଛାତ୍ର ଠାରୁ ୬୦ ଲକ୍ଷ ଟଙ୍କା ଉଧାର ନେଇଥିଲା ଘର ମାଲିକ । ଟଙ୍କା ନଫେରାଇବା ପାଇଁ ସମ୍ପୃକ୍ତ ଛାତ୍ରଙ୍କୁ ନିର୍ମମ…

ଫୁଟବଲ୍‌ ମ୍ୟାଚ ଦେଖି ଫେରୁଥିବା ବେଳେ ଧକ୍କା ଦେଲା ବସ୍‌, ୩ ଯୁବକ ମୃତ

ରାଉରକେଲା,ଏନ୍ଏନ୍ଏସ୍: ଫୁଟବଲ ମ୍ୟାଚ ଦେଖି ଫେରୁଥିବା ବେଳେ ଅଘଟଣ । ବାଇକକୁ ଏକ ବସ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ମର୍ମନ୍ତୁଦ…

ସାନ ଭଉଣୀ ସ୍ୱାମୀର ଠେଲାପେଲାରେ ବଡ଼ ଭଉଣୀର ମୃତ୍ୟୁ

ଜୟପୁର,ଏନ୍‌ଏନ୍‌ଏସ୍‌: କୋରାପୁଟ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସାନ ଭଉଣୀ ସ୍ୱାମୀର ଠେଲାପେଲାରେ ବଡ଼ ଭଉଣୀର ମୃତ୍ୟୁ ହୋଇଛି । ଘଟଣାଟି ଜୟପୁର…

୧୪କୋଟି ୫୦ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା କନ୍ଧମାଳ ପୁଲିସ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ଗଞ୍ଜେଇ ଚାଷର ମୂଳପୋଛ କରିବାକୁ କନ୍ଧମାଳ ପୁଲିସ ଅଣ୍ଟା ଭିଡ଼ିଛି । ଏହିକ୍ରମେ ଆଜି ୧୪ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆଶାକର୍ମୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ନବରଙ୍ଗପୁର ଶାଖା ପକ୍ଷରୁ ୭ ଦଫା ଦାବି ନେଇ ଆନ୍ଦୋଳନ କରାଯାଉଥିଲା । ସଂଘ ପକ୍ଷରୁ ହଜାରେରୁ…