ଆତ୍ମସମର୍ପଣ ପରେ ପୁଣି ଜେଲ ଗଲେ ଚିଲିକା ବିଧାୟକ ରାଜ୍ୟ By Nitidin Last updated May 23, 2022 Share ବାଲୁଗାଁ,ଏନ୍ଏନ୍ଏସ୍: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣିଥରେ ଜେଲ ଗଲେ । ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜେଲ ଯାଇଛନ୍ତି । ଅନ୍ତରୀଣ ଜାମିନ ସରିବା ପରେ ପ୍ରଶାନ୍ତ ଜେଲ ଯାଇଥିବା ଜଣାପଡ଼ିଛି । Share