କୋଭିଡ ଆକ୍ରାନ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇବେ ଅରୁଣ ବୋଥ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସମୟରେ ଆଇପିଏସ ଅରୁଣ ବ୍ରୋଥାଙ୍କ ମହାନତା। କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଯୋଗାଇବେ। ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସ୍ଥିତି ସଙ୍ଗୀନ ହୋଇପଡିଛି।

କଟକ ଓ ଭୁବନେଶ୍ୱରରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଖାଦ୍ୟ ମିଳିବ। ବୋଥ୍ରା ଟୁଇଟ କରି ଲେଖିଛନ୍ତି ଯେ ସଂକ୍ରମିତ ରନ୍ଧା ଖାଦ୍ୟ ପାଇଁ ସିଧାସଳଖ ମେସେଜ କରିପାରିବେ। ନଚେତ ଅସଦ୍ଭୟସବମବକ୍ସରଗ୍ଦପ୨୦୨୦ ଓ ଅଦ୍ଭକ୍ସଭଭଗ୍ଦକ୍ସରେ ଟୁଇଟ କରିପାରିବେ। ୨ରୁ ୩ ଘଣ୍ଟା ମଧ୍ୟରେ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ।