ଆଜି ସୁସ୍ଥ ହେଲେ ୩୫୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ଲକ୍ଷ୨୦ହଜାର୨୦୮ରେ ପହଞ୍ଚିଛି।

 

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ୪୩, ସୁନ୍ଦରଗଡ଼ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୂରଭଞ୍ଜରୁ ୨୩, ବରଗଡରୁ ୧୯, ଭଦ୍ରକରୁ ୧୯, ବଲାଙ୍ଗିରରୁ ୧୯, ପୁରୀରୁ ୧୮, ନୂଆପଡାରୁ ୧୬, ବାଲେଶ୍ୱରରୁ ୧୫, କେନ୍ଦୁଝରରୁ ୧୩, ସମ୍ବଲପୁରରୁ ୧୧, ଝାରସୁଗୁଡାରୁ ୯, ଯାଜପୁରରୁ ୭,

କଳାହାଣ୍ଡିରୁ ୬, ଜଗତସିଂହପୁର ୮, କଳାହାଣ୍ଡି ୬, କେନ୍ଦ୍ରାପଡ଼ା ୬, ଗଞ୍ଜାମ ୫, ନବରଙ୍ଗପୁର ୫, ମାଲକାନଗିରି ୪, ଦେବଗଡ଼ ୩, ଢ଼େଙ୍କାନାଳ ୨, ଗଜପତି ୨, କୋରାପୁଟ ୨, ନୟାଗଡ଼ ୧, ରାୟଗଡ଼ା ୧, ଷ୍ଟେଟ୍ ପୁଲରୁ ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।