ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୭୭୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୨୨୭୬କୁ ବୃଦ୍ଧି ପାଇଛି।
Another 1773 #COVID19 patients have recovered and are being discharged on 22.8.2020
254 from Khurdha
216 from Ganjam
147 from Cuttack
125 from Sambalpur
92 from Kandhamal
87 from Jajpur
80 from Mayurbhanj
77 from Rayagada
74 from Puri
72 from Malkangiri
69 from Koraput— H & FW Dept Odisha (@HFWOdisha) August 22, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୧୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯, ସୁନ୍ଦରଗଡରୁ୬୮, ବାଲେଶ୍ୱରରୁ ୫୮, ନୟାଗଡରୁ ୫୧, କଳାହାଣ୍ଡି ଓ କେନ୍ଦୁଝରରୁ ୩୮ଜଣ ଲେଖାଏଁ, ବରଗଡରୁ ୩୨, ଗଜପତିରୁ ୩୦, ବଲାଙ୍ଗିରରୁ ୨୬, ଭଦ୍ରକରୁ ୨୫, ନବରଙ୍ଗପୁରରୁ ୨୩, କେନ୍ଦ୍ରାପଡାରୁ ୨୨, ଢେଙ୍କାନାଳରୁ ୨୦, ଝାରସୁଗୁଡାରୁ ୧୯, ଜଗତସିଂହପୁରରୁ ୧୫, ଅନୁଗୁଳରୁ ୭, ନୂଆପଡା ଓ ସୋନପୁରରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।
68 from Sundergarh
58 from Balasore
51 from Nayagarh
38 from Kalahandi
38 from Keonjhar
32 from Baragarh
30 from Gajapati
26 from Bolangir
25 from Bhadrak
23 from Nabarangpur
22 from Kendrapara
20 from Dhenkanal
19 from Jharsuguda
15 from Jagatsinghpur
7 from Angul— H & FW Dept Odisha (@HFWOdisha) August 22, 2020
4 each from Nuapada & Sonepur
The total recovered cases of Odisha now stand at 52276
— H & FW Dept Odisha (@HFWOdisha) August 22, 2020