Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମହାରାଷ୍ଟ୍ର ସରକାରଙ୍କ ବିରୁଦ୍ଧରେ ଫେବୃଆରୀ ୧୪ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ଆନ୍ନା ହଜାରେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମହାରାଷ୍ଟ୍ର ସରକାରଙ୍କ ବିରୁଦ୍ଧରେ ଫେବୃଆରୀ ୧୪ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ଆନ୍ନା ହଜାରେ

ମୁମ୍ବାଇ,ଏଜେନ୍ସି: ସାମାଜିସେବୀ ଆନ୍ନା ହଜାରେ ମହାରାଷ୍ଟ୍ରର ଉଦ୍ଧବ ସରକାର ବିରୋଧରେ ଆନ୍ଦୋଳନର ଡାକରା ଦେଇଛନ୍ତି। ଆନ୍ନା ହଜାରେ ଫେବୃଆରୀ ୧୪ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି। ଖବର ମୁତାବକ ମହାରାଷ୍ଟ୍ର ସରକାର ଦୋକାନ ବଜାର ଏବଂ ୱାକ-ଇନ୍ ଷ୍ଟୋରରେ ମଦ ବିକ୍ରୟ କରିବାକୁ ଅନୁମତି ଦେବା ପରେ ଆନ୍ନା ହଜାରେ ଏହି ନିଷ୍ପତିକୁ ବିରୋଧ କରିଛନ୍ତି, ଏହା ପରେ ସେ ଅନଶନ କରିବେ ଘୋଷଣା କରିଛନ୍ତି।

ନିକଟରେ ମହାରାଷ୍ଟ୍ର ସରକାର ଦୋକାନ ବଜାର ଏବଂ ୱାକ-ଇନ୍ ଷ୍ଟୋରରେ ମଦ ବିକ୍ରୟ କରିବାକୁ ଅନୁମତି ଦେଇଛନ୍ତି, ଯାହା ବିଷୟରେ ସରକାରଙ୍କ ମନ୍ତ୍ରୀମାନେ ଭିନ୍ନ ଭିନ୍ନ ଯୁକ୍ତି ଦେଉଛନ୍ତି, ଯାହା ବିରୋଧରେ ଆନ୍ନା ହଜାରେ ବର୍ତ୍ତମାନ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି। ଆନ୍ନା ହଜାରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି, କିନ୍ତୁ ଏହାର କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ଅନଶନ କରିବାକୁ ନିଷ୍ପତି ନେଇଛନ୍ତି।