କଟକ,ଏନ୍ଏନ୍ଏସ୍: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସରକାରଙ୍କୁ ତଦନ୍ତ ରିପୋର୍ଟର ଷ୍ଟାଟସ ହାଇକୋର୍ଟ ମାଗିଛନ୍ତି । ଡିସେମ୍ବର ୩ରେ ଉକ୍ତ ମାମଲାର ଆଗାମୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ମମତିଙ୍କ ପରିବାର ପକ୍ଷରୁ ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ ବିଚାର ପାଇଁ ଆବେଦନ କରାଯାଇଥିଲା ।