୪୬ ବର୍ଷ ବୟସରେ ଯାଆଁଳା ସନ୍ତାନର ମା’ ହେଲେ ପ୍ରୀତି ଜିଣ୍ଟା

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ୪୬ ବର୍ଷ ବୟସେର ପ୍ରୀତି ଯାଆଁଳା ସନ୍ତାନର ମା’ ହେବାର ସୌଭାଗ୍ୟ ଅଜର୍ନ କରିଛନ୍ତି । ପ୍ରୀତିଙ୍କର ଗୋଟିଏ ପୁଅ ଓ ଆଉ ଗୋଟିଏ ଝିଅ ହୋଇଛି । ଝିଅର ନାମ ଜିୟା ଗୁଡଇନଫ ଓ ପୁଅର ନାମ ଜୟ ଗୁଡଇନଫ ବୋଲି ଜଣାପଡ଼ିଛି । ଏନେଇ ନେିଜ ପ୍ରୀତି ସୋସିଆଲ ମିଡିଅୋର ସେୟାର କରିଛନ୍ତି ।

ପ୍ରୀତି ସେରୋଗସୀ ମାଧ୍ୟମେର ମା’ ହୋଇଥିବା ନେଇ ଅନେକ ମିଡିଆ ରେିପାଟର୍ସେର ଦାବି କରାଯାଇଛି । କିନ୍ତୁ ପ୍ରୀତି ତାଙ୍କ ପୋଷ୍ଟେର ଏସମ୍ପକର୍ରେ କୌଣସି ସୂଚନା ଦେଇନାହାନ୍ତି ।

ସୂଚନୋଯାଗ୍ୟ, ପ୍ରୀତି ୨୦୧୬ ଫେବୃଆରୀ ୨୯ରେ ଜେନ୍ ଗୁଡ଼ଇଫଙ୍କୁ ବିବାହ କରିଥିଲେ । ବିବାହ ପେର ପ୍ରୀତି ଲସ ଅୋଞ୍ଜଲସ୍ ସିଫ୍ଟ ହୋଇଯାଇଥିଲେ ।