ପିସିସିର ପଞ୍ଚାୟତ ନିର୍ବାଚନ କମିଟି

  • ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପଞ୍ଚାୟତ ନିର୍ବାଚନ କମିଟି ଘୋଷଣା କରିଛି। ଯଜେ୍ଞଶ୍ୱର ବାବୁ କମିଟି ଆବାହକଭାବେ ନିଯୁକ୍ତି ପାଇଛନ୍ତି। ଉମାବଲ୍ଲଭ ରଥଙ୍କ ସମେତ ୪ ଜଣ ସଦସ୍ୟ କମିଟିର ତୃଣମୂଳସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବେ।