ଜାତୀୟ ରାଜପଥ ୨୧୫ ମରାମତି ନିର୍ଦ୍ଦେଶ ରାଜ୍ୟ By Nitidin On Jul 13, 2021 Share ଭୁବନେଶ୍ୱର: ଜାତୀୟ ରାଜପଥ ୨୧୫ ମରାମତି ହେବ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ ୨୧୫ର ପାଣିକୋଇଲିଠାରୁ ରିମୁଳି ଯାଏଁ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କେନ୍ଦୁଝର ଓ ଯାଜପୁର ଜିଲ୍ଲାପାଳ, ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। Share