ହାଇଦ୍ରାବାଦ,ଏଜେନ୍ସି: ବିହାର ଦରଭଙ୍ଗା ରେଲୱେ ଷ୍ଟେସନ୍ ବିସ୍ଫୋରଣ ଘଟଣାରେ ୨ ଜଣ ଲସ୍କର ଏ ତୋଏବା ଆତଙ୍କବାଦୀ ଗିରଫ ହୋଇଛନ୍ତି। ହାଇଦ୍ରାବାଦ ନାମପଲ୍ଲୀରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ। ଗିରଫ ଦୁଇ ଆତଙ୍କୀ ହେଲେ ଇମ୍ରାନ ମଲ୍ଲିକ, ନାସିର ଖାନ। ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଏନଆଇଏ।