ଭୁବନେଶ୍ୱର,ଏନ୍ଏନ୍ଏସ୍: ଲକଡାଉନ ସମୟରେ ମଦ ହୋମ୍ ଡେଲିଭରି ହୋଇପାରିବ। ଉଭୟ ଅଫ୍, ଅନ ଓ ସିଏଲ୍ ଦୋକାନୀ ହୋମ ଡେଲିଭରି ଦେଇପାରିବେ। ଖାଦ୍ୟ ଯୋଗାଣକାର ସଂସ୍ଥା ମଧ୍ୟ ହୋମ ଡେଲିଭରି ଦେଇପାରିବେ ବୋଲି ଜଣାପଡ଼ିଛି। ଏନେଇ ଅବକାରୀ କମିଶନରଙ୍କୁ ଅବକାରୀ ସଚିବ ଜଣାଇଛନ୍ତି। ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ଜିଲ୍ଲାରେ ଏଭଳି ବ୍ୟବସ୍ଥା କରିପାରିବେ।