Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଫଗାନିସ୍ଥାନ ରାଷ୍ଟ୍ରପତି ଅଶରଫ ଗନୀଙ୍କ ରାଲିରେ ଆଇଡି ବ୍ଲାଷ୍ଟ, ୨୪ ମୃତ, ୩୦ଆହତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଫଗାନିସ୍ଥାନ ରାଷ୍ଟ୍ରପତି ଅଶରଫ ଗନୀଙ୍କ ରାଲିରେ ଆଇଡି ବ୍ଲାଷ୍ଟ, ୨୪ ମୃତ, ୩୦ଆହତ

କାବୁଲ, ଏଜେନ୍ସି : ଆଫଗାନସ୍ଥାନର ପରବନ ସହରରେ ମଙ୍ଗଳବାର ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ପରବନ ସହରରେ ରାଷ୍ଟ୍ରପତି ଅଶରଫ ଗନୀଙ୍କ ଏକ ରାଲି ସମୟରେ ଆଇଡି ବ୍ଲାଷ୍ଟ କରାଯାଇଥିଲା । ଏହି ଆକ୍ରମଣରେ ପାଖାପାଖି ୨୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।
ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନର ପ୍ରବକ୍ତା

ହାମିଦ ଅଜୀବ ଏନେଇ କହିଛନ୍ତି କି, ଏହି ଆକ୍ରମଣ ସମୟରେ ରାଷ୍ଟ୍ରପତି ଅଶରଫ ଗନୀ ସେଠାରେ ଉପସ୍ଥିତ ଥିଲେ । କିନ୍ତୁ ତାଙ୍କର କୌଣସି କ୍ଷତି ହୋଇ ନାହିଁ । ସେ ସମ୍ପୁର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି । ତେବେ ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଏହି ଘଟଣା ନେଇ ଅଧିକ ସୂଚନା ଦେବେ ବୋଲି ଅଜୀବ କହିଛନ୍ତି ।

ଡିଆରଡିଓ ୟୁଏଭି ଦୁର୍ଘଟଣାଗ୍ରସ୍ତ