ପାରିତ ହେଲା ଲୋକାୟୁକ୍ତ ସଂଶୋଧନ ବିଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ପାରିତ ହୋଇଛି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଲ ପାରିତ ହୋଇଥିବା ଜଣାପଡ଼ିଛି। ଫଳରେ ଲୋକାୟୁକ୍ତ ସଦସ୍ୟଙ୍କୁ ଓଡ଼ିଶାରେ ପୁନଃନିଯୁକ୍ତି ମିଳିବନି। ସଂଶୋଧିତ ବିଲ ଅନୁସାରେ ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇପାରିବେ। ପୂର୍ବରୁ ଅଧ୍ୟକ୍ଷ ଓ ସଦସ୍ୟଙ୍କର ଓଡ଼ିଶା ସମେତ ସମଗ୍ର ଦେଶରେ ନିଯୁକ୍ତି ପାଇବାର ବ୍ୟବସ୍ଥା ଥିଲା।