ନୂଆଦିଲ୍ଲୀ, ଏଜେନ୍ସି: ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନ ସେନାକୁ ମହଙ୍ଗା ପଡ଼ିଛି। ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୭ରୁ ୮ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ମୃତସେନାଙ୍କ ମଧ୍ୟରେ ୨ରୁ ୩ ଜଣ ପାକିସ୍ତାନ ଆର୍ମି ସ୍ପେଶାଲ ସର୍ଭିସ ଗ୍ରୁପ(ଏସଏସଜି)ର ସଦସ୍ୟ ରହିଛନ୍ତି।
#WATCH | 7-8 Pakistan Army soldiers killed, 10-12 injured in the retaliatory firing by Indian Army in which a large number of Pakistan Army bunkers, fuel dumps, and launch pads have also been destroyed: Indian Army Sources pic.twitter.com/q3xoQ8F4tD
— ANI (@ANI) November 13, 2020