ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିବା ଏନଡିଆରଏଫ୍ ଯବାନ ମାନେ ଆଜି କଟକ ଏସସିବି ମେଡିକାଲରେ ପହଞ୍ଚି ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଥେରାପି ଦ୍ୱାରା ରାଜ୍ୟରେ କିଛି ଗୁରୁତର ରୋଗୀ ସୁସ୍ଥ ହେଉଥିବାବେଳେ ଏହା କରୋନା ବିରୋଧୀ ଲଢଇରେ ଉପାଦେୟ ଅସ୍ତ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
Commend the @NDRFHQ and @OdishaFS_HGs_CD personnel for coming forward after recuperating to donate Plasma for the treatment of serious patients. This gesture will inspire other Covid patients to donate blood after recovery & help save precious lives. #OdishaCares
— Naveen Patnaik (@Naveen_Odisha) July 19, 2020