ଭୁବନେଶ୍ୱର,ଏନ୍ଏନ୍ଏସ୍ : ଜୟପୁରରେ ରଥଯାତ୍ରାରେ ରଥଟଣା ନ କରିବାକୁ ଜିଲ୍ଲାପାଳଙ୍କୁ ଚିଠି। ଜୟପୁର ତହସିଲଦାର ତଥା ଦେବୋତ୍ତୋର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି । ମନ୍ଦିର ବାହାରେ ରଥ ଟାଣିବାକୁ ଅନୁମତି ନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ମନ୍ଦିର ପରିସରରେ ସୀମିତି ସେବାୟତଙ୍କୁ ନେଇ ନୀତିକାନ୍ତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଭକ୍ତ ସେଭଳି ଉପସ୍ଥିତି ନ ରହିବେ ସେ ନେଇ ଚିଠିରେ ଉଲ୍ଲେଖ କରାଯାଇଛି।